ପିଲାଙ୍କୁ ଶିକ୍ଷାନୁଷ୍ଠାନକୁ ଆସିବା ସମୟରେ ଗୋଟିଏ ଲେଖାଏଁ ଥାଳି, ତାଟିଆ, ଗ୍ଲାସ, କେବଳ ୨ ହଳ ସ୍କୁଲ ଡ୍ରେସ୍ ଏବଂ ଅନ୍ୟାନ୍ୟ ୨ ଟି ସାର୍ଟ ଓ ୨ ଟି ପ୍ୟାଣ୍ଟ ହିଁ ଦେବେ ( ଜିନ୍ସ ପ୍ୟାଣ୍ଟ କିମ୍ବା ସାର୍ଟ ଦେବେ ନାହିଁ ), ଗୋଟିଏ ମଶାରୀ, ଗୋଟିଏ ସପ, ବ୍ରସ, କୋଲଗେଟ, ତେଲ, ସାବୁନ୍, ଖାତା, ବହି ଇତ୍ୟାଦି ଓ ଏଗୁଡ଼ିକ ରଖିବା ପାଇଁ ଗୋଟିଏ ଛୋଟ ବାକ୍ସ ଟିଏ ଦେବେ ଏବଂ ସ୍କୁଲ ପାଇଁ ଗୋଟିଏ ବ୍ୟାଗ୍ ମଧ୍ଯ ଦେବେ ।